ତକ୍ରାର୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

[ତକରାଳ(ଲ)—ଅନ୍ୟରୂପ]

ବୈଦେଶିକ - ବିଶେଷ୍ୟ - (ଆରବୀ - ତକ୍ରାର, ତୁଳ. ସଂସ୍କୃତ - ତର୍କ) ସମ୍ପାଦନା

୧. କଳି; କଜିଆ; ଝଗଡ଼ା — ୧. Quarrel; dispute; altercation.
୨. ଆପତ୍ତି —୨. Objection.