ମୁଖ୍ୟ ସୂଚୀ ଦେଖିବେ

ଉଇକିଅଭିଧାନ β

ତକ୍ରସଂଧାନ

ତକ୍ରସଂଧାନ

ଓଡ଼ିଆସମ୍ପାଦନ କରନ୍ତୁ

ଉଚ୍ଚାରଣସମ୍ପାଦନ କରନ୍ତୁ


ସଂସ୍କୃତ - ବିଶେଷ୍ୟ - (୬ ଷଷ୍ଠୀ ତତ୍; ତକ୍ର+ସନ୍ଧାନ)ସମ୍ପାଦନ କରନ୍ତୁ

ଦହି ସଙ୍ଗେ ସମ୍ୱର ଲୁଁଣ, ବେଶର ଓ ହଳଦି ମିଶାଯାଇ ୧୫: ଦିନ ପର୍ଯ୍ୟନ୍ତ ରଖାଯାଇ ତିଆରି କରାଯିବା କାଞ୍ଜି — A kind of sour gruel made from churned curd.

(ଯଥା— ଏହା ସେବନ କଲେ ପ୍ଲୀହା ରୋଗଭଲ ହୁଏ ହିନ୍ଦୀ - ଶବ୍ଦସାଗର)