ତକ୍ରମାଂସ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ତକ୍ର+ମାଂସ, ଦ୍ୱନ୍ଦ୍ୱ) ସମ୍ପାଦନା

୧. ଛେନା ସଙ୍ଗେ ମାଂସ ରନ୍ଧା ହେଇଥିବା ପାରସ୍ୟ ଦେଶୀୟ ଖାଦ୍ୟ; କୋର୍ମା —୧. A sort of Persian curry.
୨. ମାଂସର ପକ୍ୱରସ (ହିନ୍ଦୀ - ଶବ୍ଦସାଗର) — ୨. Meat soup; broth.