ତକ୍ରକୂର୍ଚ୍ଚିକା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଚକ୍ର+କୃର୍ଚ୍ଚିକା, ୬ଷଷ୍ଠୀ ତତ୍) ସମ୍ପାଦନା

୧. ଗରମ ଦୁଧରେ ଦହି ପକାଇ ପ୍ରସ୍ତୁତ କରିବା ଛେନା; ଦୁଧ ଛେନା; —୧. Cheese.
୨. ଲହୁଣୀ (ପ୍ରକୃତିବାଦ) —୨ Butter.