ତକ୍ର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - [ତକ୍ ଧାତୁ=(ପୀଡ଼ା)ସହ୍ୟକରିବା+କର୍ତ୍ତୃ. ର; ଯାହା ମନ୍ଥମପୀଡ଼ା ସହ୍ୟ କରିଥାଏ] ସମ୍ପାଦନା

୧. ଘୋଳ ଦହି; ଚହ୍ଲା —୧. Churned butter-milk.
୨. ଦୁଧ ଦହି ବସିଗଲେ ତହିଁର ଯେଉଁ ପାଣିଆ ଅଂଶ ପାତ୍ରର ତଳକୁ ବୋହିଯାଏ —୨. Whey