ତକ୍ତପୋଷ

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ତଖ୍ତ ପୋଷ୍=ବସିବାର ଆସ୍ତରଣ, ଆରବୀ - ତଖ୍ତାପୋଷ= କାଠର ଖଟ)

ସମ୍ପାଦନା

କାଠ ପଟାର ଖଟ —A bedstead made of planks.

ସେହି ତକ୍ତପୋଷ ଉପରେ ଗୋଟିଏ ପୁରୁଷ ଏବଂ ତଳେ ଗୋଟିଏ ସ୍ତ୍ରୀ ବସି କରି କଥାବାର୍ତ୍ତାରେ ଲାଗି ଯାଇଅଛନ୍ତି ଫକୀରମୋହନ. ଛମାଣ ଆଠଗୁଣ୍ଠ