ତକ୍ତପୋଷ
ତକ୍ତପୋଷ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
ବୈଦେଶିକ - ବିଶେଷ୍ୟ - (ଫାରାସୀ - ତଖ୍ତ ପୋଷ୍=ବସିବାର ଆସ୍ତରଣ, ଆରବୀ - ତଖ୍ତାପୋଷ= କାଠର ଖଟ) ସମ୍ପାଦନା
କାଠ ପଟାର ଖଟ —A bedstead made of planks.
ସେହି ତକ୍ତପୋଷ ଉପରେ ଗୋଟିଏ ପୁରୁଷ ଏବଂ ତଳେ ଗୋଟିଏ ସ୍ତ୍ରୀ ବସି କରି କଥାବାର୍ତ୍ତାରେ ଲାଗି ଯାଇଅଛନ୍ତି ଫକୀରମୋହନ. ଛମାଣ ଆଠଗୁଣ୍ଠ