ତକେଇ ରହିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଚାହିଁ ରହିବା — ୧. To keep looking at; to gaze at; to look at.
୨. ଅପେକ୍ଷା କରି ରହିବା — ୨. To keep waiting for; to wait for

ରାତିକି ତକାଇ ରହିଲା—ନୀଳକଣ୍ଠ ଦାଶ. ପିଲାଙ୍କ ରାମାୟଣ