ତକିଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ତକ୍ ଧାତୁ= ସହ୍ୟ କରିବା+ ସଂଜ୍ଞାର୍ଥେ. ଇଳ) ସମ୍ପାଦନା

୧. ଧୂର୍ତ୍ତ ବ୍ୟକ୍ତି (ହିନ୍ଦୀ - ଶବ୍ଦସାଗର) — ୧. Knave; cheat.
୨. ଔଷଧ —୨. Medicine.