ତକିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ତକିୟା) ସମ୍ପାଦନା

୧. ମାଣ୍ଡି; ବାଲିସ୍; ଅପସର; ମୁଚୂଳା —୧. Pillow; bolster.

ପ୍ରଳୟକାଳେ କ୍ରୋଧାରୁଣ ଶମ୍ଭୁର ମସ୍ତକ ତକିଆ ପରା— କବିସୂର୍ଯ୍ୟ. ଚନ୍ଦ୍ରକଳା

୨. ମୁସଲମାନ ଫକୀର ବା ମହାପୁରୁଷମାନଙ୍କର କବର; ଆଶ୍ରମ (ଯଥା—ଫକୀରତକିଆ) —୨. Grave of Mahomedan saints.