ତକିଆ
ତକିଆ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (ଫାରାସୀ - ତକିୟା)
ସମ୍ପାଦନା- ୧. ମାଣ୍ଡି; ବାଲିସ୍; ଅପସର; ମୁଚୂଳା —୧. Pillow; bolster.
ପ୍ରଳୟକାଳେ କ୍ରୋଧାରୁଣ ଶମ୍ଭୁର ମସ୍ତକ ତକିଆ ପରା— କବିସୂର୍ଯ୍ୟ. ଚନ୍ଦ୍ରକଳା
- ୨. ମୁସଲମାନ ଫକୀର ବା ମହାପୁରୁଷମାନଙ୍କର କବର; ଆଶ୍ରମ (ଯଥା—ଫକୀରତକିଆ) —୨. Grave of Mahomedan saints.