ତକାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି—(ସଂସ୍କୃତ - ତର୍କ ଧାତୁ=ବିଚାରିବା; ଜ୍ଞାନ) ସମ୍ପାଦନା

୧. ଚାହିଁବା; ଦେଖିବା —୧. To look at.

ଅଛ ବୋଲି କାହା ମୁଖ ତକାନ୍ତେ ସେ ବୋଳେ ବିଚାରଟି ଏହିମତେ ବ୍ରଜନାଥ. ସମତରଙ୍ଗ

୨. ଅପେକ୍ଷା କରିବା —୨. To wait for.