ତକମା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ତୁର୍କୀ= ତମଗା= ଶାସନଫଳକ ବା ସନନ୍ଦ) ସମ୍ପାଦନା

୧. ଶାସନଫଳକ; ତମ୍ୱାପାଟିଆ ସନନ୍ଦ — ୧. A firman; a written grant.
୨. ମେଡ଼ାଲ୍; ପଦକ —୨. Medal.

ହୃଦେ ଲମ୍ୱମାନ ସୁବର୍ଣ୍ଣ ତକମା ରାଧାନାଥ, ଦରବାର