ତକ
ତକ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଅନ୍ତ+କ)
ସମ୍ପାଦନା- ୧. ପ୍ରଯ୍ୟନ୍ତ; ଅବଧି (ସ୍ଥାନ ବା ସମୟ) — ୧. Upto; till; until.
(ଯଥା—ମୁଁ ସନ୍ଧ୍ୟାବେଳେ ଅପେକ୍ଷା କଲି, ସେ ଆସିଲେ ନାହିଁ; ମୁଁ କାହାଁତକ ଯିବି?)
- ୨.ଠାରେ —୨. In.
(ଯଥା—ଏ କାର୍ଯ୍ୟଭାର ତୁମତକ ରହିଲା)
ଦେଶଜ - ପ୍ରତ୍ୟୟ
ସମ୍ପାଦନାସମୁଦାୟ; ମାନ — All; the whole of.
(ଯଥା—ମୋ ଟଙ୍କାତକ ଚୋର ନେଇଗଲା)