ତକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଅନ୍ତ+କ) ସମ୍ପାଦନା

୧. ପ୍ରଯ୍ୟନ୍ତ; ଅବଧି (ସ୍ଥାନ ବା ସମୟ) — ୧. Upto; till; until.

(ଯଥା—ମୁଁ ସନ୍ଧ୍ୟାବେଳେ ଅପେକ୍ଷା କଲି, ସେ ଆସିଲେ ନାହିଁ; ମୁଁ କାହାଁତକ ଯିବି?)

୨.ଠାରେ —୨. In.

(ଯଥା—ଏ କାର୍ଯ୍ୟଭାର ତୁମତକ ରହିଲା)

ଦେଶଜ - ପ୍ରତ୍ୟୟ ସମ୍ପାଦନା

ସମୁଦାୟ; ମାନ — All; the whole of.

(ଯଥା—ମୋ ଟଙ୍କାତକ ଚୋର ନେଇଗଲା)