ତଉଲିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

[ତଉଲା(ଲେ)ଇବା—ଣିଜନ୍ତ]

ଦେଶଜ - କ୍ରି. (ସଂସ୍କୃତ - ତୁଳ୍ ଧାତୁ) ସମ୍ପାଦନା

ତୌଲିବା; ତୁଳିବା; ଓଜନ କରିବା — To weigh in the scale.

ଏହି ଦଣ୍ଡେ ଧାତା ତଉଲନ୍ତି ଅବା ନରଭାଗ୍ୟ ମହୀତଳେ ରାଧାନାଥ, ପାର୍ବତୀ