ତଉଲିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ତୌଲିଆ—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଟାବେଲ୍) ସମ୍ପାଦନା

ତୁଆଲିଆ; ଖଦଡ଼ା ଓ ଛୋଟ ଗାମୁଛା; ତୌଲିୟା; କ୍ଷୁଦ୍ର ଗାତ୍ରମାର୍ଜନୀ — Towel.