ତଉଫିର୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ତୌଫିର୍—ଅନ୍ୟରୂପ)

ବୈଦେଶିକ - ବିଶେଷଣ - (ଫାରାସୀ - ) (କଚିରିଆ ଶବ୍ଦ) ସମ୍ପାଦନା

ସନନ୍ଦ ବା ଦାନପତ୍ର ଲିଖିତ ଜମିର ପରିମାଣରୁ ଅଧିକା (ଜମି); ଅଧିକା — (land) In excess of the area origionally granted.

[ଦ୍ରଷ୍ଟବ୍ୟ —ସନନ୍ଦ ବା ଚୋପ ବା ଦାନପତ୍ରଦ୍ୱାରା ଦିଆଯାଇଥିବା ଜମିର ପରିମାଣ ଅପେକ୍ଷା ଯଦି ସନନ୍ଦଗ୍ରହୀତାଙ୍କ ଦଖଲରେ ଅଧିକା ଜମି ଥିବାର ମାପଦ୍ୱାରା ଦେଖାଯାଏ, ତାହା 'ତଉଫିର' ଜମି ନାମରେ ବାଯିୟାପ୍ତ କରାଯାଇ ଏହି 'ତଉଫିର୍' ଜମି ଉପରେ କର ଧାର୍ଯ୍ୟ କରାଯାଏ]