ତଉଜି ଖାନା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ତୌଜିଖାନା—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଆରବୀ - ତୌଜୀ+ ଫାରାସୀ - ଖାନା) (କଚିରିଆ ଶବ୍ଦ) ସମ୍ପାଦନା

ଯେଉଁ ସରକାରୀ କାର୍ଯ୍ୟାଳୟରେ ଜମିଦାରୀ— ମାନଙ୍କରେ କ୍ରିମିକ ନମ୍ୱର ଅନୁସାରେ ରାଜସ୍ୱସଂକ୍ରାନ୍ତ ହିସାବ ରଖାଯାଏ —Touzi office.