ତଉଜି
ତଉଜି
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନା(ତୌଜି—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଆରବୀ - ତୌଜୀ= ରାଜସ୍ୱ ତାଲିକା) (କଚିରିଆ ଶବ୍ଦ)
ସମ୍ପାଦନା- ୧. ତୌଜୀ; ଜମିଦାରୀର କ୍ରମିକ ସଂଖ୍ୟା — ୧. Touzi; serial number of a Zamindary.
[ଦ୍ରଷ୍ଟବ୍ୟ —ଏଥିର ସାଙ୍କେତିକ ତା ଯଥା—ତା ୧୯୭୫= ୧୯୭୫: ତଉଜୀ ନମ୍ୱର ଭୁକ୍ତ ଜମିଦାରୀ]
ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -
ସମ୍ପାଦନା- ୨. ପେନ୍ସନ; ଖୋରାକି ପୋଷାକି ପାଇଁ ପ୍ରଦତ୍ତ ନିର୍ଦ୍ଦିଷ୍ଟ ଭତ୍ତା — ୨. Pension; maintenance allowance.
ନାଭା ମହାରାଜଙ୍କ ତଉଜି ଦଶ ହଜାରରୁ ପାଞ୍ଚ ହଜାର କରାଯିବ ବୋଲି ହୁରି ପଡ଼ିଛି ଦୈ. ଆଶା ତା ୨୯୧୧୨୮: