ତଇଳା ପକା ଇବା
ତଇଳା ପକା ଇବା
ଉଚ୍ଚାରଣ
ସମ୍ପାଦନାଦେଶଜ - କ୍ରି. (ଲକ୍ଷଣାର୍ଥ)
ସମ୍ପାଦନା- ୧. (ଗାଳି ଓ ଅଶୁଭଚିନ୍ତା କରି) ଅମଙ୍ଗଳ ଘଟାଇବା — ୧. To bring misfortune to another (by abusing and cursing).
(ଯଥା—ସେ ଆମକୁ ଗାଳି ଦେଇ ଦେଇ ତଇଲା ପକାଇଲାଣି)
- ୨. ତଳିତଳାନ୍ତ କରିବା —୨. To cause total destruction or ruin (of a person).
(ଯଥା—ସେମାନେ ସର୍ବଦା ମୋ ଘରୁ ଚୋରାଇ ନେଇ ନେଇ ମୋତେ ତଇଲା ପକାଇଦେଲେଣି)