ତଇଳା ପକା ଇବା
ତଇଳା ପକା ଇବା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଦେଶଜ - କ୍ରି. (ଲକ୍ଷଣାର୍ଥ) ସମ୍ପାଦନା
- ୧. (ଗାଳି ଓ ଅଶୁଭଚିନ୍ତା କରି) ଅମଙ୍ଗଳ ଘଟାଇବା — ୧. To bring misfortune to another (by abusing and cursing).
(ଯଥା—ସେ ଆମକୁ ଗାଳି ଦେଇ ଦେଇ ତଇଲା ପକାଇଲାଣି)
- ୨. ତଳିତଳାନ୍ତ କରିବା —୨. To cause total destruction or ruin (of a person).
(ଯଥା—ସେମାନେ ସର୍ବଦା ମୋ ଘରୁ ଚୋରାଇ ନେଇ ନେଇ ମୋତେ ତଇଲା ପକାଇଦେଲେଣି)