ତଇଳପିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ତୈଳପାୟୀ) ସମ୍ପାଦନା

୧. ଯାହା ବହୁକାଳ ତେଲ ଲଗାଯାଇ ଦୃଢ଼ ବା ମସୃଣ କରାଯାଇଥାଏ— (ଯଥା)—ତଇଳପିଆ କାଣ୍ଡ; ତଇଳପିଆ ଯଷ୍ଟି) — ୧. (a stick) Saturated and made smooth with oil.


୨. ଯହିଁରେ ବହୁକାଳ ତେଲ ରଖାଯାଇ ସଡ଼ କରାଯାଏ ଥାଏ (ଯଥା—ତଇଳପିଆ ଘଡ଼ି ବା ମାଠିଆ) — ୨. (a pot) Soaked thoroughly with oil.

ବିଶେଷ୍ୟ - ସମ୍ପାଦନା

ଅସରପା ପୋକ —Cockroach; Blatta.