ତଇଳ

ଉଚ୍ଚାରଣ

ସମ୍ପାଦନା
  • (file)

ପ୍ରା. (ପଦ୍ୟ) ବିଶେଷ୍ୟ - (ସଂସ୍କୃତ - ତୈଳ)

ସମ୍ପାଦନା

ତୈଳ (ଦେଖ) - T&aline;i̱ḻa (See)

ତଇଳ ବିନା ବାଳ ଦମୟନ୍ତୀଙ୍କର ଉଡ଼ୁ ହେ ଥିଲା ଉପରକୁ ଫରଫର—କୃଷ୍ଣସିଂହ. ମହାଭାରତ ବନ



ତଇଳ

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

(ତଇଲା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

ସମ୍ପାଦନା
୧. ବନପୂର୍ଣ୍ଣ ଆବାଦଯୋଗ୍ୟ ଭୂମି — ୧. Arable land overgrown with jungle.
୨. ଜଙ୍ଗଲ କଟାଯାଇ ଆବାଦ କରାଯାଇ ଥିବା ଜମି —୨. Cultivated land reclaimed from jungle.

ବିଶେଷଣ -

ସମ୍ପାଦନା

ଜଙ୍ଗଲ କାଟି ନୂତନ ଆବାଦ କରାଯାଇଥିବା — Newly reclaimed (land).

[ଦ୍ରଷ୍ଟବ୍ୟ —ଜମି ଉପରେ ବଢ଼ିଥିବା ଜଙ୍ଗଲ ଆଦି ସଫା କରି ଚାଷ ଆଦିଦ୍ୱାରା ଯେଉଁ ଜମିକୁ ଲୋକେ ଫସଲ କରିବାର ଉପଯୋଗୀ କରନ୍ତି, ତାକୁ ତଇଳା ବୋଲାଯାଏ]