ତଇନ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆରବୀ - ତୟନ୍; ଆ ତୟ୍=ସମାପ୍ତ; ନିର୍ଣ୍ଣୀତ) ସମ୍ପାଦନା

୧. ସ୍ଥିରତା; ନିଶ୍ଚୟ —୧. Certainty.
୨. ନିର୍ଣ୍ଣୟ —୨. Ascertainment.
୩. ଫଇସଲ —୩. Disposal.

ବୈଦେଶିକ - ବିଶେଷଣ - ସମ୍ପାଦନା

୧. ସ୍ଥିର; ନିଶ୍ଚିତ — ୧. Certain; fixed.
୨. ନିର୍ଣ୍ଣୀତ —୨. Ascertained.