ତଇନାତ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ତଇନାତି; ତଏନାତ, ତଏନାତିଅନ୍ୟରୂପ

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ -(ଆରବୀ - ତୟୁନାତୀ) ସମ୍ପାଦନା

୧. ପିଆଦା ପଠାଇ ବିଶେଷ ଜିଗର ସହିତ ତଲବ ତାଗିଦା; ପିଆଦା ଯୋଗେ ବିଶେଷ ଜରୁର ତଲବ; ତମ୍ୱିତାଗିଦା — Demand made through a special messenger.
୨. କୌଣସି କାର୍ଯ୍ୟ ପାଇଁ କୌଣସି ବ୍ୟକ୍ତିର ନିଯୁକ୍ତିକରଣ —୨. Deputation; appointment.
୩. ବାଜିଦାର୍ ପ୍ରଜା ଓ ଖାତକ ଆଦିଙ୍କଠାକୁ ପଠାଯିବା ପିଆଦା —୩. A peon deputed to a tanant or debtor in arrears.

ବିଶେଷଣ - (ଆରବୀ - ତଅଯ୍ଯୁନାତୀ) ସମ୍ପାଦନା

ବିଶେଷ କାର୍ଯ୍ୟ ପାଇଁ ନିଯୁକ୍ତ (ପିଆଦା) —Sepicially deputed (poen).