ତଅଁରା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ନୀଚଜାତୀୟ ତନ୍ତିବିଶେଷ; ତଉଁଳା — A class of low-caste weavers who weave coarse cloth.

[ଦ୍ରଷ୍ଟବ୍ୟ —ଏମାନେ ମୋଟା ଲୁଗା ବୁଣନ୍ତି; ଏମାନଙ୍କ ବୁଣିବା ଲୁଗାକୁ 'ତଉଁରି ଲୁଗା' କହନ୍ତି]