ତଃ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ପ୍ରତ୍ୟୟ (ସଂସ୍କୃତ - ତସ୍, ଯଥା—ପଳତଃ, କାର୍ଯ୍ୟତଃ) ସମ୍ପାଦନା

(ବିଭକ୍ତିର ଚିହ୍ନ) ପଞ୍ଚମୀ ସପ୍ତମୀ ବିଭକ୍ତି ଅର୍ଥରେ ପ୍ରତ୍ୟୟ; ରୁ, ରେ, —A particle added to words denoting 'from' or 'In'.

(ଯଥା—ଆପଣଙ୍କ ମନର ଭାବ କାର୍ଯ୍ୟତଃ ଜଣାଯିବ, ଅର୍ଥାତ୍ କାର୍ଯ୍ୟରୁ ଜଣାଯିବ ଅନେକତଃ ଦେଖାଯାଏ ଯେ, ଭାଇମାନେ ଫଳତଃ= ଫଳରେ ଭଗାରୀ ହୁଅନ୍ତି)