ତଁଢ଼େ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରଦେଶଜ - (ସମ୍ୱଲପୁର) ବିଶେଷ୍ୟ - ସ୍ତ୍ରୀ. (ଗାଳିରେ ବ୍ୟବହୃତ) ସମ୍ପାଦନା

୧. ଡାହାଣୀ —୧. Witch.
୨. ଅନିଷ୍ଟକାରିଣୀ ସ୍ତ୍ରୀ —୨. Harmful woman.
୩. ଗୁଣି ଗାରିଡ଼ି ଜାଣିବା ସ୍ତ୍ରୀ —୩. A woman versed in black magic; sorceress.