ଢୋକାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. ସମ୍ପାଦନା

୧. ଢୋକିବା କ୍ରିୟାର ଣିଜନ୍ତରୂପ — ୧. The causative from of Ḍhokibā
୨. ଢୋକିବାକୁ ବାଧ୍ୟ କରିବା —୨. To cause another to gulp or swallow.
୩. (ଢୁକିବାର ଣିଜନ୍ତ) ପ୍ରବେଶ କରାଇବା — ୩. To thrust; to cause to enter.
୪. ମୁମୂର୍ଷୁ ହୋଇ ଶେଷ ନିଃଶ୍ୱାସ ତ୍ୟାଗ କରିବା — ୪. To pant feebly just before dying.