ଢେର

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଣ—(ସଂସ୍କୃତ - ଭୂରି)

ସମ୍ପାଦନା
୧. ଯଥେଷ୍ଟ — ୧. Abundant; sufficient.

ସେ ସବୁ କଥା ଲେଖିବାକୁ ଗଲେ ଢେର କାଗଜ, କଲମ୍ୱ ଢେର ସମୟ ଆବଶ୍ୟକ ଫକୀରମୋହନ. ଛମାଣ ଆଠଗୁଣ୍ଠ


୨. ବିସ୍ତର; ବହୁତ; ଅତ୍ୟଧିକ; ଅନେକ — ୨. Too much; execessive; to many.

ବିଶେଷ୍ୟ -

ସମ୍ପାଦନା

ଅତ୍ୟଧିକ —Execess; plenty.