ଢେମଣୀ

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - ସ୍ତ୍ରୀ—(ସଂସ୍କୃତ - ଧମନୀ=ହଟ୍ଟବିଳାସିନୀ)

ସମ୍ପାଦନା
୧. ଉତ୍ପପତ୍ନୀ; ରଖେଇ ସ୍ତ୍ରୀ —୧. Mistress; kept woman; concubine.
୨. ବେଶ୍ୟା —୨. Prostitute.
୩. କୁଳଟା; ନଷ୍ଟା ସ୍ତ୍ରୀ —୩. Adulteress.
୪. ସ୍ତ୍ରୀକଙ୍କ ପ୍ରତି ଗାଳି —୪. A term of rebuke.
୫. ମାଇ ଢେମଣା ସାପ — ୫. A female Ḍhemaṇā' serpent.