ଢେବା ଗେବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି.ବିଶେଷଣ - ସମ୍ପାଦନା

୧. ରଅଠଅ କରି; ବିଶ୍ରୀ ବା ଅସୁନ୍ଦର ଭାବରେ —୧. Unelegantly.

(ଯଥା—ସେ ଢେବା ଗେବା କରି କାମ କରୁଛି)

୨. ହେବା ଗେବା; ଖାବୁ ଖାବୁରିଆ; ଅସମାନ ଭାବରେ — ୨. Unevenly.

ଢେଲ ଲଗାଇବା ତେବା ଗେବା, ଭାତ ଖାଇବାକୁ ଆଗା ଚିତ୍ ହୋଇ ଶୋଇ ପଡ଼ିଥିବ, ମାଡ଼ି ବସିଥିବା ଜାଗା ପ୍ରବଚନ