ଢେବା ଗେବା

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଅନୁବାଦ

ସମ୍ପାଦନା

ଦେଶଜ - କ୍ରି.ବିଶେଷଣ -

ସମ୍ପାଦନା
୧. ରଅଠଅ କରି; ବିଶ୍ରୀ ବା ଅସୁନ୍ଦର ଭାବରେ —୧. Unelegantly.

(ଯଥା—ସେ ଢେବା ଗେବା କରି କାମ କରୁଛି)

୨. ହେବା ଗେବା; ଖାବୁ ଖାବୁରିଆ; ଅସମାନ ଭାବରେ — ୨. Unevenly.

ଢେଲ ଲଗାଇବା ତେବା ଗେବା, ଭାତ ଖାଇବାକୁ ଆଗା ଚିତ୍ ହୋଇ ଶୋଇ ପଡ଼ିଥିବ, ମାଡ଼ି ବସିଥିବା ଜାଗା ପ୍ରବଚନ