ଢେଣୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ପ୍ରାଦେଶିକ - (ପୁରୀ) ବିଶେଷ୍ୟ - (ସଂସ୍କୃତ - ଧନୁ) ସମ୍ପାଦନା

ପୁରୀ ସାଇଯାତରେ ବାହାରିବା ନାଗାମାନଙ୍କୁ ପିଠିରେ ବନ୍ଧାଯିବା ଧନୁ — Bow tied to the back of 'Nāgās' in the 'Sāijāta' of puri town.

ପ୍ରାଦେଶିକ - (ଗଡ଼ଜାତ)—ବି ସମ୍ପାଦନା

ଗଡ଼ଜାତରେ ଗ୍ରାମ ଦେବତା ମଙ୍ଗଳାଙ୍କ ନିକଟରେ ବାଜିବା ବାଦ୍ୟବିଶେଷ — A short of musical instrument struck before Village Goddess in the Orissa states.

[ଦ୍ରଷ୍ଟବ୍ୟ —କୌଣସି କୌଣସି ଗଡ଼ଜାତରେ ଆଶ୍ୱିନ ମାସ ଷୋଳ ପୂଜା ସମୟରେ ବ୍ରାହ୍ମଣ କରଣ ଭିନ୍ନ ଅନ୍ୟଜାତୀୟ ସ୍ତ୍ରୀଲୋକମାନେ ମଙ୍ଗଳାଙ୍କ ମନ୍ଦିରରୁ ପ୍ରତ୍ୟହ ଗୋଟିଏ ଗୋଟିଏ କଳସ ପୋଖରୀକୁ ନେଇ ସେଠାରେ ସ୍ନାନ କରାନ୍ତି ରାତିରେ ସେହି ସ୍ତ୍ରମାନେ ମଙ୍ଗଳାଙ୍କ ଘରେ ରୁଣ୍ଡ ହୋଇ ଠାକୁରାଣୀଙ୍କୁ ଉଭା କରାନ୍ତି ଓ ସାଧବ ଗମନ ନାମରେ ଗୀତ ଗାଆନ୍ତି ଗୋଟିଏ ହାଣ୍ଡି ମୁଁହରେ କୁଲା ଘୋଡ଼ାଇ ତା ଉପରେ ଗୋଟିଏ ଗୁଣଯୁକ୍ତ ଧନୁ ରଖି ତାକୁ ଟାଣି ଏକପ୍ରକାର ଶବ୍ଦ ମଧ୍ୟ କରନ୍ତି ଏଭଳି ବାଦ୍ୟକୁ କୋଇଲା କହନ୍ତି ଏହା ଯାତ୍ରା ଆଶ୍ୱିନ ମଙ୍ଗଳା ଯାତ୍ରା ନାମରେ ପରିଚିତ ]