ଢେଙ୍କିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ବାଲିରେ ଢିଙ୍କି ପରି ଖଣ୍ଡିଏ କାଠ ପୋତି ଆଖି ଆଡ଼କୁ ବାଲି ଛିଞ୍ଚାଡ଼ିବା — ୧. A mode of sprinkling sands towards the eyes of a person by means of a contrivance of a twig resembling a ḍhenki.
୨. ପୂର୍ବେ ଅବଧାନମାନେ ଛାତ୍ର ମାନଙ୍କୁ ଦେଉଥିବା ଦଣ୍ଡବିଶେଷ —୨. A kind of punishment given in the village schools in old days.

[ଦ୍ରଷ୍ଟବ୍ୟ — ଏଥିରେ ଡାହାଣ ଆଣ୍ଠୁକୁ ଭୁଇଁରେ ମାଡ଼ିବସି ବାଆଁ ଗୋଡ଼ର ତଳିପାରେ ବସି ବାଆଁ ଗୋଡ଼ ଓ ଜଙ୍ଗସନ୍ଧିରେ ବାଆଁ ହାତ ପୁରାଇ ବାଆଁ ହାତଦ୍ୱାରା ନିଜ ନାକକୁ ଧରି ଡାହାଣ ହାତରେ ନିଜର ନାକକୁ ଧରି ଡାହାଣ ହାତର ନିଜର ବାଳ ଧରି ମୁହଁକୁ ଭୁଇଁରେ ଲକାଇବାକୁ ହୁଏ]