ଢେଙ୍କାଶ୍ରାବଣ
(ଢେକାଶ୍ରାବଣ—ଅନ୍ୟରୁପ)
ଧାରାଶ୍ରାବଣ, ଯେଉଁ ଶ୍ରାବଣମାସରେ ଢିଙ୍କି କୁଟିଲା କୁଟିଲାପରି ଅନବରତ ବୃଷ୍ଟି ହୁଏ — Month of Ṡrābaṇa in which it rains incessantly.
ଅଇଲାରେ ଢେଙ୍କା ଶ୍ରାବଣ, ଭାଦ୍ରବ ଚିରିଶିବିନ ଆଶ୍ୱିନ ମାସରେ ଗହଳା ଗହଳି, କାର୍ତିକରେ ପାଇବୁ ଦିନ କୃଷିବଚନ