ଢେଗା
ଢେଗା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଢେଗା
|
(ଢେଗାଢେଗା—ଅନ୍ୟରୁପ)
ଦେଶଜ - ବିଶେଷଣ -
ସମ୍ପାଦନାବର୍ତ୍ତୁଳ ଓ ବଡ଼; ଡିମ୍ୱାକୃତି — Egg-shaped; oval and protruding.
(ଯଥା—ଢେଗା ଅଖି)
ବିଶେଷ୍ୟ -
ସମ୍ପାଦନାଢାଗା —Single stitck.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
ସମ୍ପାଦନାପାତି ଖେଳରେ ସାନ ବଡ଼ କଉଡ଼ିମାନଙ୍କୁ ଲକ୍ଷ କରି ମରାଯିବାବଡ଼ କଉଡ଼ି —Big cowrie which is aimed at the row of small cowrise in a Pati game.