ଢେଗା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଢେଗାଢେଗା—ଅନ୍ୟରୁପ)

ଦେଶଜ - ବିଶେଷଣ - ସମ୍ପାଦନା

ବର୍ତ୍ତୁଳ ଓ ବଡ଼; ଡିମ୍ୱାକୃତି — Egg-shaped; oval and protruding.

(ଯଥା—ଢେଗା ଅଖି)

ବିଶେଷ୍ୟ - ସମ୍ପାଦନା

ଢାଗା —Single stitck.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ସମ୍ପାଦନା

ପାତି ଖେଳରେ ସାନ ବଡ଼ କଉଡ଼ିମାନଙ୍କୁ ଲକ୍ଷ କରି ମରାଯିବାବଡ଼ କଉଡ଼ି —Big cowrie which is aimed at the row of small cowrise in a Pati game.