ଢେଁଚା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଢେଂଚା—ଅନ୍ୟରୁପ)

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ତୁଳ. ହିନ୍ଦୀ - ଢେଁକଲି=ତେଣ୍ଡା) ସମ୍ପାଦନା

ସାନ ତେଣ୍ଡା —A small contrivance for lifting water.

[ଦ୍ରଷ୍ଟବ୍ୟ —ବେଶୀ ଗହୀରରୁ ପାଣିକୁ ବଡ଼ ତେଣ୍ଡାଦ୍ୱାରା ଉଠାଇ ଗୋଟିଏ ଖାଲରେ ପହିଲେ ଜମା କରି ସେଠାରୁ ଆଉ ଗୋଟିଏ ଢେଚାଦ୍ୱାରା ତାହା କିଆରିକୁ ବୁହାଇବାକୁ ହୁଏ]