ଢୂକେଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ଢୁକେଇବା—ଅନ୍ୟରୂପ)

ଦେଶଜ - କ୍ରି. (ସଂସ୍କୃତ - ଢୌକ ଧାତୁ= ଗତି) ସମ୍ପାଦନା

୧. ଢୁକିବା କ୍ରିୟାର ଣିଜନ୍ତରୂପ — ୧. The causative form of 'Ḍhukibā'
୨. ଢୁକାଇ ଦେବା —୨. To thrust.
୩. କୌଣସି ବ୍ୟକ୍ତିକୁ କୌଣସି ସ୍ଥାନରେ ପ୍ରବେଶ କରାଇବା —୩. To cause a person to enter into a place.
୪. ସଂଲଗ୍ନ କରାଇବା —୪. To press.

ଢ଼ାଳି ଅନୁକମ୍ପା ସୁଧାଝର ଢୁକାଇ ମୋ ହୃଦେ ପୟୋଧର କବିସୂର୍ଯ୍ୟ, ସଙ୍ଗୀତ

[[]] ୫ ଢୁକୁଢୁକୁ ହେବା ]] ୧ (ଦେଖ) - ୫. Ḍhukuḍhuku hebā ୧ (See)

[ ଦ୍ର—ଏ କ୍ରିୟାର ଅସମାପିକା ରୂପ ସଙ୍ଗେ ଦେବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ]