ଢୁ ଢୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - (ଧ୍ୱନ୍ୟନୁକରଣ) ଅ. ସମ୍ପାଦନା

୧. ଢି ଢା (ଦେଖ) - ୧. Ḍhiḍhā (See)
୨. ବିଶେଷ ଜୋରରେ ବହୁ ପରିମାଣର ଜଳ କଠିଣ ବସ୍ତୁ ଉପରେ ଅଜାଡ଼ି ହେବା — ୨. Sound of profuse pouring down of water on a hard substance.

(ଯଥା—ବାତୁଳ ରୋଗୀର ମୁଣ୍ଡ ଉପରେ ବୈଦ୍ୟଙ୍କ ଉପଦେଶ— ମତେ ଚାକରମାନେ ପଚାଶ ଗରା ପାଣି ଢୁ ଢୁ କରି ଢ଼ାଳିଲେ)

୩. ଭାରି ଅସରାରେ ଅପର୍ଯ୍ୟାପ୍ତରୂପେ କିଛି ସମୟ ବର୍ଷା ହେବା —୩. A very downpour or shower; to rain cats and dogs.

(ଯଥା—ଆଜି ଘଣ୍ଟାଏକାଳ ଢୁ ଢୁ ବରଷା ହେବାରୁ ଗଡ଼ିଆ ପୋଖରୀ ପାଣିରେ ପୂର୍ଣ୍ଣ ହୋଇଗଲା)

ଅନୁବାଦ ସମ୍ପାଦନା

୪. ଅଜୀର୍ଣ୍ଣ ଓ ବାୟୁ ଯୋଗେ ପେଟ ମଧ୍ୟରେ ଉଚ୍ଚ କଳ କଳ ଶବ୍ଦ —୪. Loud gurgling sound inside the abdomen due to indigestion and wind.

(ଯଥା—କାଲି ରାତିରେ ଖିରିପିଠା ଖାଇ ଆଜି ସକାଳୁ ତା ପେଟ ଢୁ ଢୁ ହେଉଅଛି)

୫. ଡୁ ଡୁ (ଦେଖ) - —୫. Ḍu ḍu (See)