ଢୁସୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଢୁସ୍—ଅନ୍ୟରୁପ)

ଦେଶଜ - (ଧ୍ୱନ୍ୟନୁକରଣ) ଅ ସମ୍ପାଦନା

୧. ଭୁଷ; ହଠାତ ଭୁମିରେ ପଡିଯିବା ଶବ୍ଦ — ୧. Heavy sound of sudden fall.
୨. ଢୁସ ଶବ୍ଦ କରି — ୨. Producing a thudding sound.

ସେ ଆଘାତରେ ଦୁଃସାସନ ଢୁସ ହୋଇ ପଡିଲା ରଥଦଣ୍ଡ ମୁଣ୍ଡକୁ ଢୁସାଇ—କୃଷ୍ଣସିଂହ, ମହାଭାରତ. କର୍ମ