ଢୁସି ହେବା
ଚାଲିବା ସମୟରେ ଅଗ୍ରସ୍ଥିତ ବାଧାଦ୍ୱାରା ଆଘାତ ପ୍ରାପ୍ତ ହେବା —To meet with an obstruction in front while walking.
ଫିଟିବା ଦୁଆରମାନଙ୍କୁ ଭେଟିଲେ ନ ଫିଟିବା ଦ୍ୱାରମାନଙ୍କେ ଖୁସି ହେଲେ— କୃଷ୍ଣସିଂହ. ମହାଭାରତ. ସଭା