ଢୁସିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

ଜୋରରେ ଆଘାତ କରିବା — To strike or hit hard; to ram.

ଦ୍ୱାର ପରି ମଣି ଆଦୁଆରେ ଗଲି ପଥର କାନ୍ଥ ଥିଲା ତହିଁ ଡୁସି ହେଲି—କୃଷ୍ଣସିଂହ, ମହାଭାରତ, ସଭା