ଢୁସାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

=== ଦେଶଜ - ତ୍ରି. (ସଂସ୍କୃତ - ଧୁଷ ଧାତୁ. ହିଂସା କରିବା)

୧. ଢୁସିବା କ୍ରିୟାର ଣିଜନ୍ତ ରୁପ — ୧. The causative form of Ḍhusibā
୨. ଅନ୍ୟଦ୍ୱାରା ସବଳରେ ଆଘାତ କରାଇବା — ୨. To cause to hit hard; to cause to ram or butt.
୩. କୌଣସି ପଦାର୍ଥରେ ଆନ୍ୟ ପଦାର୍ଥକୁ ଜୋରରେ ବଜାଇବା —୩. To cause to collide.

ସେ ଆଘାତରେ ଦୁଃସାସନ ତୃସ ହୋଇ ପଢିଲାପଥଦଣ୍ଡ ତୁସାଇ—କୃଷ୍ଣସିଂହ ମହାଭାରତ କର୍ଣ