ଢୁସା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ଢୁସି—ଅନ୍ୟରୁପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧୁଷ୍ ଧାତୁ=ହିଂସା କରିବା) ସମ୍ପାଦନା

୧. ମୁଣ୍ଡ ଖପୁରି ଉପରେ ଆଙ୍ଗୁଠି ମୁଠା କରି ମାରିବା ଆଘାତ; ଠଣା —୧. A hit on the head with the knuckles or back of the fist.
୨. ମୁଠା କରାଯାଇଥିବା କରତଳଦ୍ୱାରା ଭୂଷିବା ଆଘାତ — ୨. A butting stroke with the fisted palm.
୩. କୁସ୍ତିର ଗୋଟିଏ ପେଚ — ୩. A trick in wrestling.

[ ଦ୍ର—ଏ ପେଚରେ ଉପରେ ଥିବା ପହଲବାନ ତଳେ ଥିବା ପହଲବାନର ବେକରେ ହାତ ମାରି ତାହାକୁ ଚିତି କରେ]

(ଢୁସି—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଂ. ସମ୍ପାଦନା

ସ୍ଥୁଳକାୟ —Fat.