ଢୁଳେଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. (ସଂସ୍କୃତ - ଦୁଳ୍ ଧାତୁ) ସମ୍ପାଦନା

ନିଦ୍ରାକୃଷ୍ଟ ହୋଇ ଇତସ୍ତତଃ ଢ଼ଳିବା; ନିଦ୍ରାରେ ଘାରି ହେବା — To drowse; to doze.

ଢୁଳାଇଲା ପରି କାମ ଅନଳ ଲାଗିରୁ—କବିସୂର୍ଯ୍ୟ. ସଙ୍ଗୀତ