ଢୁଳୁଢୁଳୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଢୁଳଢୁଳ, ଢୁଳାଢୁଳାଅନ୍ୟରୂପ

ଦେଶଜ - ବିଶେଷ୍ୟ - ସମ୍ପାଦନା

ନିଦ୍ରାକୃଷ୍ଟ ହେବାରୁ ଢଳିବା — Dozing.

ବିଶେଷଣ - ସମ୍ପାଦନା

୧. ନିଦ୍ରାକୃଷ୍ଟ —୧. Sleepy; drowsy.
୨. ନିଦ୍ରାକୃଷ୍ଟ; ନଦ୍ରାରେ ଘାରି ହେବା; ଢୁଳାଉଥିବା — ୨. Dozing; drowsing.

(ଯଥା—ଢୁଳୁଢୁଳୁ ଆଖି)