ଢୁଣ୍ଡା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

(ନାମ) ହରିଣ୍ୟକଶିପୁର ଭଉଣୀ —Name of the sister of Hiraṇya Kaṡipu.

[ ଦ୍ର—ଏ ଶିବଙ୍କଠାରୁ ବର ପାଇଥିଲା ଯେ, ନିଆଁରେ ପୋଡ଼ି ହେବ ନାହିଁ ପ୍ରହ୍ଲାଦକୁ ମାରି ପକାଇବା ପାଇଁ ନାନା

ଉପାୟ କରି ହରିଣ୍ୟକଶିପୁ ନିଷ୍ଫଳ ହେବାରୁ ଢୁଣ୍ଡାକୁ ଡାକିଲା ଢୁଣ୍ଡା ପ୍ରହ୍ଲାଦକୁ କୋଡ଼ରେ ବସାଇ ନିଆଁ ଭିତରେ ଯାଇ ବସିଲା ପ୍ରଭୁଙ୍କ ଦୟାରୁ ପ୍ରହ୍ଲାଦ ପୋଡ଼ିଗଲା ନାହିଁ କିନ୍ତୁ ଢୁଣ୍ଡା ଭସ୍ମ ହୋଇ ଗଲା—(ହି ଶବ୍ଦସାଗର)]