ଢୁଢୁଆ ବାଇଗଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ପାଳୁଆ ବାଇଗଣ; ନଇକୂଳ ପଟୁରେ ହେବା ବଡ଼ ବା ଢ଼ୋଲା, ପାଣିଚିଆ ବାଇଗଣ —A kind of brinjal grown on silted river-side land. (specially that grown in the bank of the Mahanadi river in Banki Estate in the District of Cuttack.)

ରଣ, ବଣ, ଛଣ, ବାଙ୍କିରଜା ଥାଇ ବୋଇଲେ ମୋ ଢୁଢୁଆ ବାଇଗଣ ଢ଼ଗ

[ ଦ୍ର—ଡାମ୍ପଡ଼ା ରାଜ୍ୟର ରଣ ନଈର ମାଛରୁ ଓ ଜଙ୍ଗଲ ଜାତ ଦ୍ରବ୍ୟମାନଙ୍କରୁ ଓ ଛଣ ବା ତଣ୍ଡୀରୁ ଡମ୍ପଡ଼ା ରାଜାଙ୍କର ଯାହା ଆୟ ହୁଏ, ବାଙ୍କି ରଜାଙ୍କର ଢୂଢୂଆ ବାଇଗଣ ଫଳିବା ପଟୁ ଜମିର ଖଜଣାରୁ ତହିଁ ଅପେକ୍ଷା ବେଶି ଆୟ ହୁଏ, ଏହି ବିଷୟକୁ ଲକ୍ଷ୍ୟ କରି ଏହି ଢଗ ବୋଲାଯାଏ]