ଢୁଢୁଆ କେଳା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ଦାକ୍ଷିଣାତ୍ୟରୁ ଏ ଦେଶକୁ ସମୟେ ସମୟେ ଆସିବା ଏକଜାତୀୟ ତେଲଙ୍ଗା କେଳା — A class of wandering gipsies hailing from the Telugu country.

[ ଦ୍ର—ଏ ଜାତିର କେଲୁଣୀମାନେ ଚିତା କୁଟନ୍ତି ତାଳପତ୍ରରେ ଝୁମୁକା ଓ ଖେଳନା ବୁଣି ବିକନ୍ତି ଓ ଭିଖ ମାଗନ୍ତି]