ଢୁଙ୍ଗା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ଢୁଣ୍ଡି= ଗଣେଶ) ସମ୍ପାଦନା

୧. ବେଢ଼ଙ୍ଗିଆ (ଲୋକ) ଯାହାର ଶରୀର ସୁଗଠିତ ନୁହେଁ —Unmethodical; unsymmterical.
୨. ଥନ୍ତଲପେଟା —୨. Pot-bellied.
୩. ଧୁମୁସା; ମୋଟ ଓ ଡେଙ୍ଗା —୩. Stout and tall.