ଢୁକୁଢୁକୁ ହେବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଢୁକ୍ଢୁକ୍ ହେବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଢୋକେଇବା; ଜୀବନ ଯିବା ପୂର୍ବରୁ କ୍ଷୀଣଭାବରେ ନିଶ୍ୱାସ ନେବା ବା ପାଟିକୁ ପାକୁପାକୁ କରିବା; କ୍ଷୀଣରୂପେ ହାମ୍ପିବା —୧. To pant or gasp very feebly just before death; to pant.

(ଯଥା—ପୋଖରୀର ପାଣି ଗୋଳି ହେବାରୁ ଭାକୁଡ଼ ଓ ରୋହୀ ମାଛଯାକ ଢୁକୁଢୁକୁ ହେଲେଣି)

୨. ମୂମୂର୍ଷୂ ଅବସ୍ଥାପନ୍ନ ହେବା —୨. To be dying.
୩. ଅତିକ୍ଷୀଣ ବା ମୃତପ୍ରାୟ ହେବା — ୩. To be reduced to the last extremity; to have lostone's vitality.