ଢୁକୁଢୁକୁ ହେବା
ଢୁକୁଢୁକୁ ହେବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନା(ଢୁକ୍ଢୁକ୍ ହେବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
ସମ୍ପାଦନା- ୧. ଢୋକେଇବା; ଜୀବନ ଯିବା ପୂର୍ବରୁ କ୍ଷୀଣଭାବରେ ନିଶ୍ୱାସ ନେବା ବା ପାଟିକୁ ପାକୁପାକୁ କରିବା; କ୍ଷୀଣରୂପେ ହାମ୍ପିବା —୧. To pant or gasp very feebly just before death; to pant.
(ଯଥା—ପୋଖରୀର ପାଣି ଗୋଳି ହେବାରୁ ଭାକୁଡ଼ ଓ ରୋହୀ ମାଛଯାକ ଢୁକୁଢୁକୁ ହେଲେଣି)
- ୨. ମୂମୂର୍ଷୂ ଅବସ୍ଥାପନ୍ନ ହେବା —୨. To be dying.
- ୩. ଅତିକ୍ଷୀଣ ବା ମୃତପ୍ରାୟ ହେବା — ୩. To be reduced to the last extremity; to have lostone's vitality.