ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ଢୁକୁଢୁକୁ
ଭାଷା
ଦେଖିବେ
ସମ୍ପାଦନା
ଢୁକୁଢୁକୁ
ବିଷୟସୂଚୀ
୧
ଓଡ଼ିଆ
୧.୧
ଉଚ୍ଚାରଣ
୧.୨
ଅନୁବାଦ
୧.୩
ଦେଶଜ - (ଧନ୍ୟନୁକରଣ) ଅ
ଓଡ଼ିଆ
ସମ୍ପାଦନା
ଉଚ୍ଚାରଣ
ସମ୍ପାଦନା
ରୋ.ଟ୍ରା.
— Ḍhakuḍhuku
ଆଇ.ପି.ଏ.
— ɖʰˈukuɖʰˌuku
ଅନୁବାଦ
ସମ୍ପାଦନା
ଢୁକୁଢୁକୁ
ବଙ୍ଗାଳୀ:
ঢুক্ ঢুক্
ହିନ୍ଦୀ:
तड़प्तप्
ଢୁକ୍, ଢୁକ୍ଢୁକ୍
ଅନ୍ୟରୂପ
ଦେଶଜ - (ଧନ୍ୟନୁକରଣ) ଅ
ସମ୍ପାଦନା
୧. ପାଣି ଢ଼ୋକିବାର ଶବ୍ଦ — ୧. The sound of gulping one sip of water.
୨. ହୁଗୁଳା, ଶ୍ଳଥ —୨. Slack; loose.
୩. ଜୀବନ ଯିବା ପୂର୍ବରୁ କ୍ଷୀଣଭାବରେ ନିଶ୍ୱାସ ମାରିବା; କ୍ଷୀଣଭାବରେ ହାମ୍ପିବା — ୩. Slow painting of a dying animal.