ଢୁକୁଢୁକୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଢୁକ୍, ଢୁକ୍ଢୁକ୍ଅନ୍ୟରୂପ

ଦେଶଜ - (ଧନ୍ୟନୁକରଣ) ଅ ସମ୍ପାଦନା

୧. ପାଣି ଢ଼ୋକିବାର ଶବ୍ଦ — ୧. The sound of gulping one sip of water.
୨. ହୁଗୁଳା, ଶ୍ଳଥ —୨. Slack; loose.
୩. ଜୀବନ ଯିବା ପୂର୍ବରୁ କ୍ଷୀଣଭାବରେ ନିଶ୍ୱାସ ମାରିବା; କ୍ଷୀଣଭାବରେ ହାମ୍ପିବା — ୩. Slow painting of a dying animal.