ଢୁକିବା
ଢୁକିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - କ୍ରି. (ସଂସ୍କୃତ - ଢୌକ ଧାତୁ= ଗତି)
ସମ୍ପାଦନା- ୧. ପଶିବା; ଭିତରକୁ ପ୍ରବେଶ କରିବା — ୧. To enter into.
- ୨. ପହଞ୍ଚିବା; ଉପସ୍ଥିତ ହେବା — ୨. To arrive at; to reach.
- ୩. ସଂଲଗ୍ନ ହେବା — ୩. To be joined or attached to.
ପ୍ରାଦେଶିକ - (ବାଲେଶ୍ୱର)
ସମ୍ପାଦନାଢୋକିବା — To gulp; to swallow.