ଢୁକିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. (ସଂସ୍କୃତ - ଢୌକ ଧାତୁ= ଗତି) ସମ୍ପାଦନା

୧. ପଶିବା; ଭିତରକୁ ପ୍ରବେଶ କରିବା — ୧. To enter into.
୨. ପହଞ୍ଚିବା; ଉପସ୍ଥିତ ହେବା — ୨. To arrive at; to reach.
୩. ସଂଲଗ୍ନ ହେବା — ୩. To be joined or attached to.

ପ୍ରାଦେଶିକ - (ବାଲେଶ୍ୱର) ସମ୍ପାଦନା

ଢୋକିବା — To gulp; to swallow.